ଓଡିଶା

ଆଜି ରାଜ୍ୟରେ ୧୨୦ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ  ୧୨୦ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୫୯୪ ହୋଇଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ୩୩, ଗଜପତିରେ ୧୮, ସୋନପୁରରେ ୧୩, ବାଲେଶ୍ୱରରେ ୧୨, ବଲାଙ୍ଗୀର ଓ ଖୋର୍ଧାରେ ୮, ମୟୂରଭଞ୍ଜରେ ୭, କଟକରେ ୪, ଯାଜପୁର, ନୟାଗଡ ଓ ନୂଆପଡାରେ ୩, ଡେଙ୍କାନାଳ, ପୁରୀ, ରାୟଗଡାରେ ୨ ଲେଖାଏଁ, କେନ୍ଦ୍ରପଡା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଟ୍ୱିଟ କରି ସୂଚନା ଦିଆଯାଇଛି ।
ଶନିବାର ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗି ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୯୬ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୨୯ ଜଣ ସ୍ଥାନୀୟ ଅଞ୍ଚଳର ।

Related posts

ପ୍ରଭୁ ସହ ମିଳନ: ଆଉ ମାତ୍ର ୪୮ ଦିନ    

mahabharatanews

ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ

mahabharatanews

ପୁଣି ନିଜ ଗଡ ଦଖଲ କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସହର ବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews