Uncategorized

ୟୁକ୍ରେନ ରାଷ୍ଟ୍ରପତିଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି

କ୍ୱିଭ: ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନ୍ସ୍ିଙ୍କ ପତ୍ନୀ ନୂତନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ଦ୍ୱିପାକ୍ଷିକ ନିମୋନିଆରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଆଜି କୁହାଯାଇଛି, ଓଲେନା ଜେଲେନ୍ସ୍ିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଓ ଓଲେନା କରୋନା ପଜିଟିଭ ବାହାରିବା ପରେ ରାଷ୍ଟ୍ରପତି ଓ ତାଙ୍କ ସେମାନଙ୍କ ପିଲାମାନଙ୍କ କରୋନା ଟେଷ୍ଟ ହୋଇଥିଲା । ତେବେ ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ।

Related posts

ଆସିକା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ

mahabharatanews

ପୋଲିସ କର୍ମୀଙ୍କୁ ବିକ୍ଷୋଭକାରୀଙ୍କ କବଳରୁ ବଞ୍ଚାଇଲେ ମସୁଲିମ୍ ଯୁବକ

mahabharatanews

ରଶ୍ମୀଙ୍କ ହଟ୍ ଭୋଜପୁରୀ ଗୀତ ଭାଇରାଲ

mahabharatanews