ଓଡିଶା

ସହିଦ୍ ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମର କିଛି ଯୁବକ ଲଦାଖ ସ୍ତିତ ଗଲୱାନା ଘାଟିରେ ସହିଦ ହୋଇଥିବା ଭାରତର ବୀର ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାକୁ ରବିବାର ସନ୍ଧ୍ୟା ସାଢେ ଛଅଟାରେ ରାଳବ ଗ୍ରାମର ଭୀମସେନ ପରିଡ଼ା ଦ୍ଵୀପ ପ୍ରଜ୍ଜ୍ୱଳନ କରିଥିଲେ। ପରବର୍ତ୍ତୀ ସମୟରେ ସମାଜସେବୀ ନୀଳ ଭଉଳ ସହିଦ୍ ଯବାନଙ୍କ ବିଷୟରେ ଅଭିଭାଷଣ ରଖିଥିଲେ । ଏଥିରେ ପପୁନୁ ପରିଡ଼ା, ଦୀପକ କୁମାର ପରିଡ଼ା,ଜିଲୁ ଦଳାଇ,ଟଙ୍କଧର ପ୍ରଧାନ, ମିଟୁ ପ୍ରଧାନ, ତ୍ରିପତି ଦଳାଇ ଏବଂ କାହୁଁ ପରିଡ଼ା ଉପସ୍ଥିତ ଥିଲେ। ସହିଦ୍ ଯବାନଙ୍କ ବଳିଦାନ ବ୍ୟାର୍ଥ ଜୀବନୀ।

Related posts

୨୬ରୁ ଭିତରକନିକା ବନ୍ଦ

mahabharatanews

୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା ବ୍ୟବସ୍ଥା କରାଯାଉ: ହାଇକୋର୍ଟ

mahabharatanews

ଶ୍ରାବଣ ମାସ ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ

mahabharatanews