ଓଡିଶା

ପାରଳାଖମୁଣ୍ଡି ଏସବିଆଇ ମ୍ୟାନେଜର ସଂକ୍ରମିତ: ବ୍ୟାଙ୍କରେ ପଡିଳା ତାଲା

ପାରଳାଖମୁଣ୍ଡି: ପାରଳାଖମୁଣ୍ଡି ସ୍ଥିତ ଏସବିଆଇ ମୁଖ୍ୟାଳୟକୁ ସିଲ କଲା ପ୍ରଶାସନ । ଏସବିଆଇ ମୁଖ୍ୟାଳୟର ମ୍ୟାନେଜର କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏହା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ ମୁଖ୍ୟାଳୟକୁ ସିଲ କରି ଦିଆଯାଇଛି । ଏସମ୍ପର୍କର୍ରେ ସୂଚନା ଦେଇଛନ୍ତି ପାରଳାଖମୁଣ୍ଡି ଜିଲ୍ଲ।।ପାଳ ଅନୁପ ଶାହା । ଏବେ ପ୍ରଶାସନ ବ୍ୟାଙ୍କକୁ ସିଲ କରିବା ସହ ମ୍ୟାନେଜରଙ୍କ କଣ୍ଟାକ୍ଟ ଟ୍ରେସିଂ ଚଳାଇଛି । ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କ କୋଭିଡ ଟେଷ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି ।

Related posts

ପାରିବାରିକ କଳହରୁ ହତ୍ୟାକାଣ୍ଡ

mahabharatanews

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

mahabharatanews