ଓଡିଶା

ବେଆଇନ ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି):ବେଆଇନ ପଥର ଓ ବାଲି ବୋଝେଇ ଦୁଇଟି ଟ୍ରାକ୍ଟରକୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଜବତ କରିଥିବା ଜଣାପଡ଼ିଛି । ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ବେଲଗୁଣ୍ଠା ତହସିଲଦାର ଗିରିସୋଲାରୁ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ଆମ୍ବପୁଆ ନିକଟରୁ ଏକ ପଥର ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି । ଦୁଇ ଟ୍ରାକ୍ଟରର ଡ୍ରାଇଭରକୁ ଅଟକ ରଖାଯାଇଥିବା ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Related posts

ସ୍ୱାଭିମାନ ଅଞ୍ଚଳରେ ୨ ଆଦିବାସୀ ଗୋଷ୍ଠିଙ୍କ ମେଳି

mahabharatanews

ଡାକ୍ତରଖାନାମାନଙ୍କୁ ବିଏମସିର ନିର୍ଦ୍ଦେଶ, କୋଭିଡ ପାଇଁ ପ୍ରସ୍ତୁତ ରୁହ

mahabharatanews

କଣିହାଁ ୟୁକୋ ବ୍ୟାଙ୍କ ପରିସରରେ ସାମାଜିକ ଦୂରତାକୁ ‘ଫୁ’

mahabharatanews