ଓଡିଶା

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

(ଅଜିତ ସାହୁ/ଜଳେଶ୍ୱର): ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା କାଉବଣୀ ଗାଁର ସାବିତ୍ରୀ ଦେ ବୋଲି ଜଣାପଡିଛି । ମହିଳା ଜଣକ ଘରେ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଭୋଗରାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

Related posts

କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍‌ସ୍‌ସ୍ପୋର୍ଟକୁ ପୁଣି ପୁରସ୍କାର

mahabharatanews

୧୦ ପ୍ରସ୍ତାବ ଉପରେ ବାଜିପାରେ ମୋହର

mahabharatanews

ବୟାନବାଜି କରିବାକୁ ବିରୋଧ କଲେ ଲାଲୁ

mahabharatanews