ଓଡିଶା

ଓଲିଉଡ ଅଭିନେତା ଅଜିତ ଦାସ କରୋନା ଆକ୍ରାନ୍ତ

(ମହାଭାରତ,ଭୁବନେଶ୍ୱର): ବରିଷ୍ଠ ଓଲିଉଡ ଅଭିନେତା ଅଜିତ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱରର ଏକ କୋଭିଡ ହସପିଟାଲରେ ସେ ଚିକିତ୍ସାଧିନ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ଅଜିତ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related posts

କମ୍ବଳ ବାଣ୍ଟି ନୂଆବର୍ଷ ପାଳିଲେ ନବରଙ୍ଗପୁର ଏସପି

mahabharatanews

ଟ୍ରାକ୍ଟରକୁ ଉଦ୍ଧାର କରିବାକୁ ଯାଇ ଫସିଲା ଜେସିବି

mahabharatanews

କାଲିଠୁ କମିବ ତାତି, ୧୫ ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

mahabharatanews