ଓଡିଶା

ବାଲେଶ୍ୱର ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

(ଆଦର୍ଶ ରାଉତ/ମହାଭାରତ): ବାଲେଶ୍ୱର ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଖୁବଶୀଘ୍ର ଏକ ୧୦୦ ବେଡ ବିଶିଷ୍ଟ ହସ୍ପିଟାଲର ନିର୍ମାଣ କରାଯିବ । ଯେଉଁଥିରେ ଆଇସିୟୁ ଓ ଓଟିର ସୁବିଧା ରହିବ । ଏବଂ ବାଲେଶ୍ୱରରେ ଥିବା ଜ୍ୟୋତି ହସପିଟାଲକୁ ୧୦ ଜଣ ନର୍ସଙ୍କୁ ଖୁବଶୀଘ୍ର ପଠାଇବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Related posts

ସିଏଏ ବିରୋଧରେ ସୋନପୁର ବନ୍ଦ

mahabharatanews

କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ

mahabharatanews

ସାରଡାରେ ଗୋପାଳ ଜୀଉଙ୍କ ହୋଲି ଖେଳ

mahabharatanews