ଓଡିଶା

ସିଏଏ ବିରୋଧରେ ସୋନପୁର ବନ୍ଦ

ସୋନପୁର: ଭୀମ ଆର୍ମୀ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏନଆରସି, ସିଏଏ, ଏନପିଆରକୁ ବିରୋଧ ସହ ସରକାରୀ ଚାକିରିରେ ପଦୋନ୍ନତିରେ ଅ।।ରକ୍ଷଣକୁ ଇଛ।।ଧିନ କରିବାକୁ ବିରୋଧ କରିଛି ଭୀମ ଆର୍ମୀ ପାର୍ଟି । ଆଜି ସକାଳୁ ସକାଳୁ ଦଳର କର୍ମକର୍ତ୍ତାମାନେ ସୋନପୁର ସହରର ବିଭିନ୍ନ ଛକରେ ପିକେଟିଂ କରି ବନ୍ଦ କରିଥିବା ଦେଖିବାକୁ ମଳିଥିଲା । ବନ୍ଦ ପ୍ରଭାବରେ ଗାଡି ମୋଟର ଚଳାଚଳ ବନ୍ଦ ରହିବ।। ସହ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି ।

Related posts

ଦିବ୍ୟାଙ୍ଗଙ୍କ ସହ ଜିରୋ ନାଇଟ ପାଳନ କଲା ୟୁନିକ ପ୍ରେସ କ୍ଲବ

mahabharatanews

ସ୍ନାନପୂର୍ଣ୍ଣିମା; ପ୍ରସ୍ତୁତି ଆରମ୍ଭ

mahabharatanews

ଗଜ ଉଦ୍ଧାର ବେଳେ ଅଘଟଣ: ଓଲଟିଲା ଓଡ୍ରାଫ ବୋଟ

mahabharatanews