Uncategorized

ଆଲାସ୍କାରେ ଭୂକମ୍ପ ପ୍ରଭାବରେ ସୁନାମି ସତର୍କତା ଜାରି

ଆଲାସ୍କା: ଆମେରିକାରରେ ଭୂକମ୍ପ । ଆମେରିକାର ଆଲାସ୍କା ରାଜ୍ୟରେ ସୋମବାର ରାତିରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ସୋମବାର ରାତିରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି। ଅର୍ଥାତ ଏହା ଏକ ବଡ ଧରଣର ଭୂକମ୍ପ ଥିଲା । ଏହି ଭୂକମ୍ପରେ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିବା ଜଣାପଡିଛି। ଭୂକମ୍ପ ପ୍ରଭାବରେ ବଡ କୋଠାଗୁଡ଼ିକ ଥରିଉଠିଥିଲା। ଭୂକମ୍ପ ପରେ ଆଲାସ୍କାରେ ସୁନାମି ସତର୍କତା ଜାରି କରାଯାଇଥିବା ସୂଚନା ମିଳୁଛି ।

Related posts

ଏଠାରେ ଭଗବାନ ନରସିଂହ ବର୍ଷକୁ ଥରେ ମାତ୍ର ଦର୍ଶନ ଦେଇଥାନ୍ତି

mahabharatanews

ବାଲକୋନୀ ପାଇଁ ୫ଟି ବାସ୍ତୁ ଟିପ୍ସ

mahabharatanews

 ନେପାଳ ହିନ୍ଦୀ ଭାଷା ଉପରେ ଲଗାଇବାକୁ ଯାଉଛି ପ୍ରତିବନ୍ଧକ

mahabharatanews