Uncategorized

ବାଲକୋନୀ ପାଇଁ ୫ଟି ବାସ୍ତୁ ଟିପ୍ସ

(ମହାଭରତ): ଆଜିକାଲି ଅନେକ ଲୋକେ ଘରେ ବାଲକୋନୀ ରଖିବାକୁ ପସନ୍ଦ କରୁଛନ୍ତି । ତେବେ ବାଲକୋନୀ ନିର୍ମାଣ କଲାବେଳେ ମଧ୍ୟ ବାସ୍ତୁ ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ଏଥିରେ ବାସ୍ତୁଦୋଷ ରହିଲେ,ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ । ତା’ହେଲେ ଆସନ୍ତୁ ଜାଣିବା ବାଲକୋନୀ ନିର୍ମାଣ ସମୟରେ ବାସ୍ତୁ ଅନୁଯାୟୀ କେଉଁ କଥା ଗୁଡିକ ଉପରେ ଧ୍ୟାନ ଦେବେ ।

୧- ଘରର ବାଲକୋନୀ ଉତ୍ତର-ପୂର୍ବଦିଗରେ ନିର୍ମାଣ କରିବା ଉଚିତ୍ । ପଶ୍ଚିମ-ଦକ୍ଷିଣ ଦିଗରେ ବାଲକୋନୀ ନିର୍ମାଣ କରନ୍ତୁ ନାହିଁ ।
୨- ବାଲକୋନୀରେ ଦୋଳି କିମ୍ବା ଝୁଲା ରଖିଥିଲେ,ଧ୍ୟାନ ଦିଅନ୍ତୁ ଏଥିରେ ବସୁଥିବା ବ୍ୟକ୍ତିଙ୍କ ମୁହଁ ଯେମିତି ଉତ୍ତର ଓ ଦକ୍ଷିଣ ଦିଗରେ ବାଲକୋନୀ ନିର୍ମାଣ କରନ୍ତୁ ନାହିଁ ।
୩- ବାସ୍ତୁଶାସ୍ତ୍ର ଅନୁସାରେ ବାଲକୋନୀରେ ଛୋଟ ଗଛ ଲଗାଇବା ଶୁଭ ।
୪- ବାଲକୋନୀରେ ଫର୍ଣ୍ଣିଚର ରଖୁଥିଲେ ଦକ୍ଷିଣ-ପଶ୍ଚିମ ଆଡକୁ ମୁହଁ କରି ରଖନ୍ତୁ । ପୂର୍ବ-ଉତ୍ତର ଦିଗ ଆଡକୁ ମୁହଁ କରି ରଖନ୍ତୁ ନାହିଁ ।
୫- ଘରର ଛାତ ସହିତ ମିଶାଇ ବାଲକୋନୀର ଛାତ କରନ୍ତୁ ନାହିଁ । ଘରର ଛାତଠାରୁ ଟିକେ ତଳେ ବାଲୋକନୀର ଛାତ ରହିଲେ ଭଲ ।

Related posts

ମାୟାନଗରୀକୁ ରେଡ ଆଲର୍ଟ

mahabharatanews

ଶ୍ରୀଲଙ୍କା ସଂସଦ ଭାଙ୍ଗିଲା, ଏପ୍ରିଲରେ ନିର୍ବାଚନ

mahabharatanews

ଚନ୍ଦ୍ରରେ ଗଲ୍ଫ ଖେଳକୁ ପୂରିଲା ୫୦ ବର୍ଷ

mahabharatanews