ଅପରାଧ

ଭିଜିଲାନ୍ସ ଜାଲରେ ସିଡିପିଓ

(କାହ୍ନୁ ଚରଣ ସାହୁ / କଳାହାଣ୍ଡି): ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ଜୟନ୍ତି ମହାନ୍ତି ସୁନାମାଲ ଅଙ୍ଗନୱାଡ କର୍ମି ଆରତୀ ଧଙ୍ଗଡା ମାଝୀଙ୍କ ୨ ମାସର ଦରମା କରାଇଦେବା ପାଇ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ରେଡ ହେଣ୍ଡରେ ଧାରିଛନ୍ତି । କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛନ୍ତି ।

Related posts

ବିଦ୍ୟାଭାରତୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି

mahabharatanews

ରାଜଧାନୀରୁ ବ୍ରାଉନସୁଗାର ଜବତ

mahabharatanews

ମିଥ୍ୟା ଲାଞ୍ଚ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସପିଙ୍କୁ ଜରିମାନା

mahabharatanews