ଓଡିଶା

ଦୁଇଟି ବାଇକ ସହ ଘର ପୋଡି

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ହିଞ୍ଜିଳି ଥାନା ଅଧୀନ ରାଳବ ଗ୍ରାମ ତୋଟା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି କୁସିଆଙ୍କ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ସହ ୨ ଟି ବାଇକ ପୋଡ଼ିଯାଇଛି । ଖବର ପାଇ ହିଞ୍ଜିଳି ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ଜଣାପଡିନାହିଁ କ୍ଷ କେହି ଦୁବୃର୍ତ୍ତ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Related posts

କରୋନା ସଂକଟ କାଳରେ ଦୁଇ ଅଧିକାରୀ ଭରସା

mahabharatanews

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews

ଉତ୍ତର ଓଡ଼ିଶା ଉପରେ ସକ୍ରିୟ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

mahabharatanews