Uncategorized

ଜମ୍ମୁକାଶ୍ମୀରରେ ଭୁକମ୍ପ ଝଟକା

ଶ୍ରୀନଗର: ସୋମବାର ସକାଳୁ ସକାଳୁ ଜମ୍ମୁ-କାଶ୍ମୀର ଥରିଉଠିଥିଲା ଭୂକମ୍ପ ଝଟକାରେ । ସାକଳ ପ୍ରାୟ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ କରିଥିଲେ କାଶ୍ମୀରବାସୀ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ଼ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ନଥିବା ସୂଚନା ମିଳିଛି । ତେବେ ଭୂମି କମ୍ପିବା ଫଳରେ ଲୋକମାନେ ଭୟରେ ବାହାରକୁ ବାହାରି ଯାଇଥିଲେ । ଡିସେମ୍ବର ୩ରେ ଲଦାଖରେ ଅପରାହ୍ନ ୧ଟା୪୦ରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲା ଯାହାର ତିବ୍ରତା ୩.୫ ଥିଲା।

SR

Related posts

ଗ୍ଲେସିୟର ତରଳୁଛି: ହସନବାଦ ଜଳମଗ୍ନ ହେବା ଆଶଙ୍କା

mahabharatanews

ବିକାଶର ୫ ସହଯୋଗୀଙ୍କୁ ଏନକାଉଣ୍ଟର ବିରୋଧରେ ପିଟିସନ

mahabharatanews

ବୀରାପାନ୍ନର ଝିଅ ବିଜେପିରେ ସାମିଲ

mahabharatanews