Uncategorized

ଜମ୍ମୁକାଶ୍ମୀରରେ ଭୁକମ୍ପ ଝଟକା

ଶ୍ରୀନଗର: ସୋମବାର ସକାଳୁ ସକାଳୁ ଜମ୍ମୁ-କାଶ୍ମୀର ଥରିଉଠିଥିଲା ଭୂକମ୍ପ ଝଟକାରେ । ସାକଳ ପ୍ରାୟ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ କରିଥିଲେ କାଶ୍ମୀରବାସୀ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ଼ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ନଥିବା ସୂଚନା ମିଳିଛି । ତେବେ ଭୂମି କମ୍ପିବା ଫଳରେ ଲୋକମାନେ ଭୟରେ ବାହାରକୁ ବାହାରି ଯାଇଥିଲେ । ଡିସେମ୍ବର ୩ରେ ଲଦାଖରେ ଅପରାହ୍ନ ୧ଟା୪୦ରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲା ଯାହାର ତିବ୍ରତା ୩.୫ ଥିଲା।

SR

Related posts

ଦକ୍ଷ ଥାନାଧିକାରୀ ନିଯୁକ୍ତି ପାଇଁ ଜଳେଶ୍ୱର ବିଜେଡି ପକ୍ଷରୁ ଦାବି

mahabharatanews

ଆସାମ ବନ୍ୟାରେ ୨୪ ଜିଲ୍ଲା ପ୍ରଭାବିତ, ୧୧୦ ମୃତ୍ୟୁ

mahabharatanews

ଖାଆନ୍ତୁ ଏହି ଫଳ ଦୂର ହେବ ଡ଼ାଇବେଟିସ

mahabharatanews