ଓଡିଶା

 ବିଲରେ ମରି ପଡିଛନ୍ତି ବିଦେଶାଗତ ପକ୍ଷୀ: ବାର୍ଡ ଫ୍ଲୁ ଆଶଙ୍କା 

ବାଙ୍କି: ଦେଶରେ ଅନେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଥିବା ବେଳେ ରାଜ୍ୟରେ ବାର୍ଡ ଫ୍ଲୁ ହୋଇନଥିବା ପ୍ରଶାସନ ବିଭାଗ ପକ୍ଷରୁ ଲୋକଙ୍କୁ ଆଶ୍ୱସ୍ତ କରାଯାଉଛି । ଏପରି ସମୟରେ ବାଙ୍କିରେ କିନ୍ତୁ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି । ଚାଷ ଜମିରେ ବିଦେଶାଗତ ପକ୍ଷୀ ରୁଡ଼ି ଶେଲ ଡକ୍ ମରି ପଡିଥିବା ଦେଖିବା ପରେ ଏହି ଆଶାଙ୍କା ସୃଷ୍ଟି ହୋଇଛି। କିଛି ପକ୍ଷୀ ମରିଥିବା ବେଳେ କିଛି ପକ୍ଷୀ ଜୀବନ ଛଟପଟ ହେଉଛନ୍ତି । ଏହି ପକ୍ଷୀଙ୍କ ମୃତ୍ୟୁ ବାର୍ଡ ଫ୍ଲୁ କାରଣରୁ ହୋଇଥିବା ଆଶଙ୍କାରେ ବାଙ୍କୀରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 

Related posts

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews

ଏନଏସଜି ଶ୍ରୀମନ୍ଦିର ସୁରକ୍ଷାର କଲା ଯାଞ୍ଚ

mahabharatanews

ପଞ୍ଚମଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews