ରାଜନୀତି

୪ ବିଧାୟକଙ୍କ ଇସ୍ତଫା ପରେ ନାରାୟଣ ସାମୀ ଚିନ୍ତାରେ

ପୁଡୁଚେରୀ: ପୁଡୁଚେରୀରେ ଆଗକୁ ବିଧାନସଭା ନିର୍ବାଚନ ଅଛି । ଏହା ପୂର୍ବରୁ ପଣ୍ଡିଚେରୀରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା । ଗୋଟିଏ ପଟେ ଶାସକ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି । ଅନ୍ୟ ପଟରେ ଉପ-ରାଜ୍ୟପାଳ କିରଣ ବେଦୀଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ୪ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ୪ ବିଧାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ କ୍ୟାବିନେଟ୍‌ ବୈଠକ ଡକାଇ ବହୁମତ ସାବ୍ୟସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ପୁଡୁଚେରୀ ବିଧାନସଭାର ବିଧାୟକ ସଂଖ୍ୟା ୩୦ ଥିବା ବେଳେ କଂଗ୍ରେସ ୧୫ ବିଧାୟକଙ୍କ ସମେତ ୩ ଡିଏମକେ ବିଧାୟକ ଓ ଜଣେ ନିର୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା । କିନ୍ତୁ ଗତ ବର୍ଷ ଜଣେ ବିଧାୟକଙ୍କୁ ଆବୈଧ ଘୋଷିତ କରାଯାଇଥିଲା । ଏବେ ୪ ବିଧାୟକ ଇସ୍ତଫା ଦେବା ପରେ ଏବେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୦ ସହ ମୋଟ ୧୪ ବିଧାୟକ ରହିଛନ୍ତି । ଅନ୍ୟ ପଟେ ବିରୋଧୀ ଦଳ ପାଖରେ ୧୪ ବିଧାୟକ ରହିଥିବାରୁ ସେମାନେ ଫ୍ଲୋର ଟେଷ୍ଟ ପାଇଁ ଦାବି ଜଣାଇଛନ୍ତି । କଂଗ୍ରେସ ନେତା ଭି ନାରାୟଣ ଙ୍କସାମୀ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ଘଟଣା ପରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଡୁଚେରୀ ଗସ୍ତ କରିବାର ଅଛି ।

 

Alternative de qualité au très connu Viagra, le Cialis n’a rien à envier à son grand frère. Il peut même se venter d’offrir un prix plus attractif pour des résultats identiques cliniquement prouvés et attestés. best online casino La stimulation sexuelle est indispensable.

Related posts

 ପିପିଇ କିଟରେ ବିଧାନସଭା ଭବନରେ  ବିଧାୟକ

mahabharatanews

ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦେବେ ଦିଲ୍ଲୀ ସରକାର

mahabharatanews

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳନେତା

mahabharatanews