ଓଡିଶାରାଜନୀତି

ରାଜ୍ୟ ବଜେଟ୍: ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

ଭୁବନେଶ୍ବର: କ୍ଷମତାକୁ ଆସିବା ପରେ ଏହା ବିଜେପି ସରକାରର ପ୍ରଥମ ବଜେଟ୍ । ବଜେଟରେ ବଡ ଘୋଷଣା କରିଛନ୍ତି ମୋହନ ସରକାର  । ଏନେଇ ବିକଶିତ ଓଡିଶା ପାଇଁ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଅଟକଳ ବ୍ୟୟବରାଦ ରହିଛି ।

ଏହାରି ଭିତରେ କୃଷକ ଭାଇଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ମୂଲ୍ୟକୁ ୩୧୦୦ ଟଙ୍କା କରିଥିବା ବେଳେ ଆଜି ବଜେଟରେ ଏହାକୁ ଆହୁରି ୮୦୦ ଟଙ୍କା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଗତଥର ଅପେକ୍ଷା ଏଥର କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟାପକ ଅନୁଦାନ ମିଳିଛି । କୃଷିପାଇଁ ମୋଟ ୩୩ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଗତବର୍ଷ ୨୪ ହଜାର ୮୨୯ କୋଟି ବ୍ୟୟବରାଦ

Related posts

ସାଧୁସନ୍ଥଙ୍କ ମେଳରେ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା

mahabharatanews

ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା…

mahabharatanews

ଜୟପୁର ସ୍ଥିତ ଗ୍ଲୋକାଲ ହସ୍ପିଟାଲରେ ହେବ କୋରନା ରୋଗୀଙ୍କ ଚିକିତ୍ସା

mahabharatanews