ଭୁବନେଶ୍ୱର: ଦେଶରେ ବଢି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଏହି ତୈଳ ଦର ବୃଦ୍ଧିକୁ ଆଜି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଛନ୍ତି । ଏକ ଅଭିନବ ଉପାୟରେ କଂଗ୍ରେସ ବିଧାୟକ ପ୍ରତିବାଦ ଜଣାଇଛନ୍ତି । ଆଜି କଂଗ୍ରେସ ଭବନରୁ କଂଗ୍ରେସର ବିଧାୟକମାନେ ସାଇକେଲ ଚଳାଇ ଆସିଥିବା ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ସୁର ରାଉତରାୟ ସାଇକେଲରେ ବିଧାନସଭା ଆସିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ନବରଙ୍ଗପୁରରେ ତୈଳ ଦର ୧୦୦ ଛୁଇଁଛି । ଭୁବନେଶ୍ୱର ଓ କଟକରେ ଏହା ୯୨ ଉପରକୁ ଗଲାଣି । ସାଧାରଣ ଜନତା ତୈଳ ଦରକୁ ନେଇ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ବିଜେପି କହୁଛି ଅନ୍ତର୍ଜାତିକ ବଜାରରେ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ଘଟିଛି । ଏହା ବ୍ୟତୀତ, ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ସରକାରକୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ତେଣୁ ତୈଳ ଉପରେ ଅଧିକ ଟିକସ ଆଦାୟ କରାଯାଉଛି । ଅନ୍ୟ ପଟେ ରାଜ୍ୟ ସରକାର ରାଜ୍ୟ ଟିକସକୁ ନେଇ କୌଣସି ଜବାବ ରଖୁନାହାନ୍ତି ।
Mail Order Cannabis Removes headache kush ca store mail order cannabis for headache. cialis price West coast synthetic wax review Improves mood west coast synthetic wax review buying real weed online cheap marijuana for sale without card UK, Canada and USA.