ଓଡିଶା

କୁଲଡିହା ଡ୍ୟାମରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ନୀଳଗିରି: ଗତକାଲି ନୀଳଗିରି ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ନିକଟବର୍ତ୍ତୀ ଡ୍ୟାମରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି । ହତୀଛୁଆଟି ମରି ଭାସୁଥିବା ବନବିଭାଗ ଦେଖିବାକୁ ପାଇଥିଲା । ହାତୀ ଛୁଆର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡିବ ବୋଲି କୁହାଯାଉଛି ।
କର୍ଲାପାଟ ଅଭୟାରଣ୍ୟରେ ୭ ହାତୀଙ୍କ ମୃତ୍ୟୁ ପରେ ଏବେ ନୀଳଗିରି ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ନିକଟବର୍ତ୍ତୀ ଡ୍ୟାମରୁ ଏକ ମୃତ ହାତୀ ଛୁଆ ଉଦ୍ଧାର କରାଯାଇଛି । ହାତୀ ଛୁଆଟିର ବୟସ ୨ ବର୍ଷ ହେବ । ତେବେ କିପରି ହାତୀ ଛୁଆର ମୃତ୍ୟୁ ହେଲା ତାହା ଜଣାପଡି ନାହିଁ । ତେବେ ହାତୀ ଛୁଆଟି ହୁଏତ ପାଣି ପିଇବାକୁ ଆସିଥିବ ଓ ଗୋଡ ଘସିଯିବାରୁ ତାର ମୃତ୍ୟୁ ହୋଇଥିବ ବୋଲି ରେଞ୍ଜର କହିଛନ୍ତି ।

Sometimes product usage is not safe when you use them with certain other products. cialis drug So taking them together can cause bad side effects.

Related posts

ଗତକାଲିର ୬ ଜଣଙ୍କ ମଧ୍ୟରୁ ୨ ଶିଶୁ ସଂକ୍ରମିତ

mahabharatanews

ବିପଦ ସଙ୍କେତ ଉପରେ ବୈତରଣୀ ନଦୀ, ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

mahabharatanews

ଜାରକା ଠାରେ ତ୍ରିଦିବଶୀୟ ପଞ୍ଚାକୁଣ୍ଡିୟ ଶ୍ରୀ ପିତାମ୍ବରୀ ଶାକ୍ତ ମହାଯଜ୍ଞ ଆୟୋଜନ ହେବ

mahabharatanews