Uncategorized

ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠକୁ ବ୍ୟାପୀଲା ବ୍ଲାକ ଫଙ୍ଗସ

ନୂଆଦିଲ୍ଲୀ: କରୋନା ପାଣ୍ଡେମିକ୍ ଉପରେ ଦେଶ ନିୟନ୍ତ୍ରଣ ପାଇ ନ ଥିବା ବେଳେ ଏବେ ଆତଙ୍କ ଖେଳେଇଛି ବ୍ଲାକ୍ ଫଙ୍ଗସ ବା ମ୍ୟୁକୋରମାଇକସିସ୍ । ଏହି ଫଙ୍ଗସ ଏବେ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମିତ ହେବାରେ ଲାଗିଛି । ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ଏବେ ମେରଠରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍ ଫଙ୍ଗସ। ମେରଠର ମୁଜାଫରନଗର ଏବଂ ବିଜନୋରର ୨ କରେ।।ନା ରୋଗୀଙ୍କଠାରେ ଏହି ଫଙ୍ଗସ ଚିହ୍ନଟ ହୋଇଛି।
ମେରଠର ଏକ ଘରୋଇ ଡାକ୍ତରଖାନାରେ ଉଭୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା କରୁଥିବା ଡାକ୍ତର ସନ୍ଦୀପ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ।

Related posts

ରଥଯାତ୍ରାକୁ ଅନୁମତି ନ ଦେବା ପାଇଁ ଅପିଲ କରିଥିବା ଆବେଦନକାରୀଙ୍କ ଘରେ ଅଣ୍ଡାମାଡ

mahabharatanews

ଘର ପାଇଁ ବାସ୍ତୁ କାହିଁକି ଜରୁରୀ

mahabharatanews

ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ଗାଇଡଲାଇନ୍ସ ପ୍ରସ୍ତୁତ କରିବ, ରାଜ୍ୟ ନିଷ୍ପତ୍ତି  ନେବ

mahabharatanews