Uncategorized

ବାୟୁସେନାରେ ତେଜସର ଦ୍ୱିତୀୟ ସ୍କ୍ୱାର୍ଡନ ସାମିଲ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ତେଜସର ଦ୍ୱିତୀୟ ସ୍କ୍ୱାର୍ଡନ ସାମିଲ ହୋଇଛି । ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁର ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ୧୮ ତମ ସ୍କ୍ୱାର୍ଡନକୁ ନିୟୋଜିତ କରାଯାଇଛି । ସେହିଭଳି ବୁଧବାର ସକାଳେ ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ତେଜସ ବିମାନରେ ବସି ଉଡାଣ ମଧ୍ୟ ଭରିଛନ୍ତି । ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୋରିଆ ତାମିଲନାଡୁ ବାୟୁସେନା ଷ୍ଟେସନ ସୁଲୁରରୁ ଏକ ସିଟ୍ ବିଶିଷ୍ଟ ତେଜସ୍ ବିମାନ ଉଡ଼ାଇଥିଲେ।

Related posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

mahabharatanews

ଜାମ୍ମୁର ସମସ୍ତ ବନ୍ଦୀ ରାଜନେତାଙ୍କୁ ଛାଡିବାକୁ ସିପିଆଇର ଦାବି

mahabharatanews

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଭରିଲେ ଉପମୁଖ୍ୟମନ୍ତ୍ରୀ ସିସୋଦିଆ

mahabharatanews