ରାଜନୀତି

‘ରାଜ୍ୟରେ ପିଏମ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି’

ଭୁବନେଶ୍ୱର: ରାଜ୍ୟରେ ପିଏମ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଲା ବିଜେପି । ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି । ଏହି ଦୁର୍ନୀତି ବିରୋଧରେ ବିଜେପି ଆସନ୍ତା ୭, ୮ ଓ ୯ରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଆବାସ ଦୁର୍ନୀତିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି ବିଜେପି । କେନ୍ଦ୍ରୀୟ ଟିମ୍ ପିଏମ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ରିପୋର୍ଟ ଦେଇଛି । ଆବାସ ଯୋଜନାରେ ରହିଛି ବିଜୁ ପକ୍କା ଘର ଲୋଗୋ । କିଛି ସ୍ଥାନରେ ଛାତ, ଶୌଚାଳୟ ଓ ରୋଷେଇ ଘର ନାହିଁ ବୋଲ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

Related posts

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

mahabharatanews

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ତାଲିକା ପ୍ରକାଶ

mahabharatanews

ଓଡିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ଜୀବନ ନେବା ଘଟଣାକୁ ମମତାଙ୍କ ନିନ୍ଦା

mahabharatanews