ଅପରାଧ

ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଡିଏସପିଙ୍କ ବଡ ବୟାନ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ବଡ ବୟାନ । ସୌମ୍ୟଙ୍କ ସରକାରୀ କ୍ୱାଟରରେ ହିଁ ଘଟିଛି ଘଟଣା । ପାରିପାଶ୍ୱର୍ିକ ଘଟଣାକୁ ଅନୁଧ୍ୟାନ କରିବା ପରେ ଡିଏସପି କ୍ରାଇମବ୍ରାଞ୍ଚ କହିଛନ୍ତି, ସୌମ୍ୟ ଙ୍କ ଦେହରେ ସେହି କ୍ୱାଟରରେ ହିଁ ନିଆଁ ଲାଗିଛି । କ୍ୱାଟରର ପଛପଟ କବାଟ ପୋଡି ଯାଇଥିବା ବେଳେ ମଶା ନେଟରେ ମଧ୍ୟ ନିଆଁ ଲାଗିଯାଇଛି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ କରାଯାଉଛି, ଯାହା ତଥ୍ୟ ସାମ୍ନାକୁ ଆସିବ ବୋଲି ଡିଏସପି କହିଛନ୍ତି ।

Related posts

ସ୍ତ୍ରୀ କରୁଥିଲା ରାସଲିଳା ! ପହଞ୍ଚିଗଲା ସ୍ୱାମୀ ତାପରେ …..

mahabharatanews

ସିଲମପୁର-ଜାଫରାବାଦ ହିଂସା ଘଟଣାରେ ୬ ଗିରଫ

mahabharatanews

ନାବାଳିକା ଭଉଣୀ ନିଖୋଜ: ଭାଇ ନାମରେ ବଳି ଅଭିଯୋଗ

mahabharatanews