ଓଡିଶା

ସେଲ୍ଫି ହେଲା କାଳ

(ରିପୋଟର୍ସ ଟୁଡେ) ; ସେଲ୍ଫି ନେବା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି । ଖାସ କରି ଯୁବପିଢିମାନେ ଏହି ସେଲ୍ଫି ନେବା ପାଇଁ ବେଶ ଆଗ୍ରହି । ଆଉ ଏହି ସେଲ୍ଫି ନେବା ବେଳେ ଟିକେ ଅସାବଧାନତା ହେଲେ ଜୀବନ ମଧ୍ୟ ଯାଇପାରେ । ଏମିତି ଏକ ଅଘଟଣ ଦେଖିବାକୁ ମିଳିିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀରେ ସାନଖମ୍ବ ନିକଟରେ । ସୂଚନା ମୁତାବକ ବୁଧବାର କରଞ୍ଜିଆର ଅଙ୍କିତ ପୋରିଓ୍ୱାଲ ପରିବାର ଏବଂ ସମ୍ପର୍କିୟ ଙ୍କ ସହ ସାନଖମ୍ବ ବୁଲିବାକୁ ଆସିଥିଲେ କ୍ଷ ସେଠାରେ ସେଲ୍ଫି ଫଟୋ ଉଠାଉଥିବା ବେଳେ ସମ୍ପର୍କୀୟ ସହିତ ପାଣିରେ ଖସିପଡ଼ିଥିଲେ କ୍ଷ ସାଙ୍ଗମାନେ ଜଣଙ୍କ ଉଦ୍ଧାର କରିଥିବାବେଳେ ଶ୍ରୀରାମ ପାଣି ଭାସି ଯାଇଥିଲେ କ୍ଷ ଶ୍ରୀରାମଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାଡିଛି କ୍ଷଗତକାଲି ସଂଧ୍ୟା ସମୟରେ ବର୍ଷା ହେବାରୁ ନଦୀରେ ପାଣି ସ୍ରୋତ ବଢିଯାଇଥିଲା । ଯାହାଫଳରେ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ଠାକୁରମୁଣ୍ଡା ଓ ପାଟଣାରୁ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।

Related posts

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ମହାରାଜା ହଲ୍ ବନ୍ଦ କଲା ଫିଲ୍ମ ‘ଡେଲିଭରୀ ବୟ’ ର ପ୍ରଦର୍ଶନ

mahabharatanews

ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

mahabharatanews