ଓଡିଶା

ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ

(କେନ୍ଦ୍ରାପଡା) ; ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ ଦେଖିବାକୁ ମିଳିଛି । ଏହାକୁ ନେଇ ପରିବେଶପ୍ରେମୀ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ବିରଳ ପ୍ରଜାତିର ପକ୍ଷି କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରେ । ପ୍ରଥମ ଥର ପାଇଁ ମହାକାଳପଡା ବ୍ଲକର ଛପାଲି ଅଞ୍ଚଳର ଦୃଶ୍ୟ ଏକ ଚାଷ ଜମିରେ ଏହି ଲାଲ ରଙ୍ଗର ବଗର ସନ୍ଧାନ ମିଳିଛି । ସମୟକ୍ରମେ ଏହି ରଙ୍ଗର ବଗର ବଂଶ କ୍ରମେ ଲୋପ ପାଇଯାଇଥିଲା ।ଏବେ ପୁଣି ଦେଖିବାକୁ ମିଳିଥିବାରୁ ଯାହାକି ବିଲୁପ୍ତ ଲାଲ ରଙ୍ଗର ବଗ ବଂଶ ବୃଦ୍ଧି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ହୋଇପଡିଛି । ଗହୀରିମଥା ସାମୁଦ୍ରିକ ଅଭୟାରଣ୍ୟ, ବଣ୍ୟପ୍ରାଣୀ ଲୁଣା ଜଙ୍ଗଲ ଜମ୍ବୁ ରେଞ୍ଜ ଅଧିନରେ ଥିବା ଲୁଣା ଜଙ୍ଗଲ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଧଳା, କଳା, ଧୂଷର ଆଦି ରଙ୍ଗର ବଗ ଦେଖିବାକୁ ମିଳେ ।

 

Related posts

ବିବାହ ପ୍ରଲୋଭନ ଦେଖାଇ ୩ ସନ୍ତାନର ବାପା କଲା ଦୁଷ୍କର୍ମ

mahabharatanews

ସ୍ତ୍ରୀ ଫୋନ ନ ଉଠାଇବାରୁ ଦେହରେ ନିଆଁ ଲଗାଇଲେ ସ୍ୱାମୀ

mahabharatanews

ଲକଡାଉନରେ ଡ୍ରାଇଭରଙ୍କ ଅବସ୍ଥା ଶୋଚନୟ ସରକାର ଆର୍ଥିକ ସାହାଯ୍ୟ ଦେବାକୁ ଦାବୀ

mahabharatanews