ଓଡିଶା

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ

(ଭୁବନେଶ୍ୱର) ; ପ୍ରତିବର୍ଷ ଆଜିର ଦିନରେ ଜନସଚେତନ କରିବା ଉଦ୍ଦେଶ୍ୟ ପାଇଁ ଏବଂ ବିଶ୍ୱବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବାଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନ ସୃଷ୍ଟି କରିବା ପାଇଁ ୨୦୧୦ ମସିହାରେ ଋଷ ଦେଶର ସେଣ୍ଚପିଟର ସହରରେ ପ୍ରଥମେ ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ ପାଳନ କରାଯାଇଥିଲା ।ନନ୍ଦନକାନନରେ ଅନଲାଇନ ପାଳନ କରାଯାଇଥାଏ ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ । ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହେବା ସହିତ ନନ୍ଦନକାନନରେ ମଧ୍ୟ ଏହି ଦିବସ ଅତି ଆଡମ୍ବର ଭାବେ ପାଳିତ ହୋଇଥାଏ। କରୋନା କଟକଣା ଯୋଗୁଁ ଗତବର୍ଷଠାରୁ ଏହି ଦିବସକୁ ଅନଲାଇନ୍ ରେ ପାଳନ କରିବାକୁ ପଡୁଛି ।ଗୁରୁବାର ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦୁଇ ସ୍ତରରେ ବିଭକ୍ତ କରି ସେମାନଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଉଛି ।

 

Related posts

ଆଳୁ ଗୋଦାମର ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

mahabharatanews

ଓଡିଶାରେ କମିଵ ବର୍ଷା

mahabharatanews

ଆତ୍ମ ସମର୍ପଣ କଲେ ମାଓବାଦୀ

mahabharatanews