ଓଡିଶା

ଖୋଲିଲା ବଳଦେବଜୀଉଙ୍କ ମନ୍ଦିର

(କେନ୍ଦ୍ରାପଡା) ; କୋଭିଡ ଗାଇଡ ଲାଇନ ଭିତରେ ଖୋଲିଲା କେନ୍ଦ୍ରାପଡା ର ଆରଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର । ତେବେ ଆଜି ସକାଳୁ ଶ୍ରୀ ଜିଉଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଲାଗିଥିଲା ଭିଡ ।

ତେବେ ମନ୍ଦିରରେ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନର ପକ୍ଷରୁ ନିର୍ଦ୍ଧିଷ୍ଟ କଟକଣା ଜାରି କରାଯାଇଛି। ମନ୍ଦିର ପ୍ରବେଶ ଦ୍ବାର ନିକଟରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ପାଇଁ ନିର୍ଦ୍ଦେଶ ରହିଛି।

Related posts

ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନରେ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ

mahabharatanews

ଝଙ୍କଡ଼ ମା ଶାରଳାଙ୍କ ପୀଠରେ ବାଣ ବିସ୍ପୋରଣ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews