ଓଡିଶା

ଅଭିମନ୍ୟୁ ସାମନ୍ତ ସିଂହାର ଭବନରେ ବିସିଜେଡିର ବୈଠକ

ଯାଜପୁର (ମହାଭାରତ): ଆଜି ଯାଜପୁର ଜିଲ୍ଲା ଅଭିମନ୍ୟୁ ସାମନ୍ତ ସିଂହାର ଭବନଠାରେ ବିଜୁ ଛ।ତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରୁ ଆସିଥିବା ଛାତ୍ର ନେତା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣ ଭିତ୍ତିକ କାର୍ୟ୍ୟକ୍ରମ ଗୁଡିକୁ ପଞ୍ଚାୟତ ତଥା ୱାର୍ଡ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉପଦେଶ ଦିଆଯାଇଛି । ଏହାବ୍ୟତୀତ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ଜଗରନଟ ଏବଂ ଦ ଟଲମେନ ପୁସ୍ତକ ବିତରଣ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ସମସ୍ତ ସମ୍ମାନିତ ବିଧାୟକ ଅଂଶଗ୍ରହଣ କରି ଅନେକ ଉନ୍ନତ ଭାଷଣ ଉପସ୍ଥାପନ କରିଥିଲେ ।

Related posts

ନୂଆପଡାରେ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା

mahabharatanews

ବିଲରୁ ମିଳିଲା ନିଖୋଜଙ୍କ ମୃତ ଦେହ

mahabharatanews

ରାଷ୍ଟ୍ରପତିଙ୍କ ଗ୍ରାମରେ ରେଡ୍ କ୍ରସ୍ ର ବହୁମୁଖି କାର୍ଯ୍ୟକ୍ରମ

mahabharatanews