ଓଡିଶାରାଜନୀତି

ବଦଳିଲେ ଜିଲ୍ଲାପାଳ

(ଭୁବନେଶ୍ୱର) ;  ବଦଳିଲେ ଭଦ୍ରକ , ଢେଙ୍କାନାଳ ଜିଲ୍ଲାପାଳ । ପ୍ରଶାସନିକ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଜ୍ଞାନ ରଞନ ଦାସ ଙ୍କୁ ପଞ୍ଚାୟତି ରାଜ ନିର୍ଦେଶକ କରାଯାଇଥିବା ବେଳେ , ଉମାକାନ୍ତ ତ୍ରିପାଠିିଙ୍କୁ ଜଙ୍ଗଲ ପରିବେଶ ସୁରକ୍ଷା ଅତିରିକ୍ତ ସଚିବ । ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଏବଂ ଭୁମେଶ ଚନ୍ଦ୍ର ବେହରାଙ୍କୁ ଆୟୁଷ ନିର୍ଦେଶକ ଓ ତ୍ରଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

 

Related posts

ଜମି ବିବାଦକୁ ନେଇ ବୋମାମାଡ

mahabharatanews

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

mahabharatanews