ଅପରାଧ

୫ ଜଣଙ୍କୁ ଜେରା କରୁଛି କ୍ରାଇମ ବ୍ରାଞ୍ଚ

ଗଜପତି: କ୍ରାଇମ ବ୍ରାଞ୍ଚ ସୋମବାର ତୃତୀୟ ଦିନ ପାରଳାଖେମୁଣ୍ଡି ଗସ୍ତ କରିଛି । ସଂସ୍ଥା ବନ ବିଭାଗର ୫ ଜଣଙ୍କୁ ଜେରା କରୁଛି । ଜେରା ହେଉଥିବା ବ୍ୟକ୍ତିମାନେ ହେଲେ ରୋଷେୟା ମନ୍ମଥ କୁମ୍ଭ, ୨ ଏସିଏଫ ଓ ୨ ଫରେଷ୍ଟ ଗାର୍ଡ ରହିଛନ୍ତି । ପ୍ରଥମ ଦିନରେ କ୍ରାଇମ ବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନରେ ଦୁଇ ଘଣ୍ଟା ଧରି ଯାଞ୍ଚ କରିଥିଲା।
ରବିବାର ପୂର୍ବର ସମସ୍ତ କାଗଜାତକୁ ଟିମ ତର୍ଜମା କରି ସୋମବାର ଘଟଣା ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରିବ । କ୍ରାଇମବ୍ରଞ୍ଚ ତଦନ୍ତ ଭାର ନେବା ପରେ ପ୍ରଥମରୁ ତଦନ୍ତ କରୁଛି । ଏବେ ଦେଖିବା ରହିଛି ତଦନ୍ତ ପ୍ରକ୍ରିୟା କେଉଁ ଆଡକୁ ଯାଉଛି ଓ ଟିମକୁ କେତେ ସଫଳତା ମିଳୁଛି ।

 

Related posts

ଗଜପତିରେ ଜଣେ ୭ ବର୍ଷୀୟ ତିବ୍ଦତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

mahabharatanews

୪ ବାଇକ ଲୂଟେରାଙ୍କ ସମେତ ପାଞ୍ଚ କୋର୍ଟ ଚାଲାଣ, ୨ ବାଇକ ଜବତ

mahabharatanews

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews