ଓଡିଶା

ଶିଶୁ କୋଭିଡ ହସ୍ପିଟାଲ ଖୋଲାଯିବ: ସିବିକେ ମହାନ୍ତି

ଭୁବନେଶ୍ବର: ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଆଗୁଅ।। ପଦକ୍ଷେପ ନେବା ଆରମ୍ଭ କରି ଦେଇଛନ୍ତି । ରାଜ୍ୟରେ ପ୍ରଥମ ପର୍ୟ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି। ଏଥିସହ ଶିଶୁ ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ଥିବାରୁ ସ୍ଥିତିକୁ ଦେଖି ସ୍ବତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ ଖୋଲାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସେହିପରି କରୋନା ମୃତ୍ୟୁକୁ ନେଇ ଚାଲିଥିବା ଅଡିଟ ରିପୋର୍ଟକୁ ନେଇ କହିଛନ୍ତି ଯେ, ପୂର୍ବ ତଥ୍ୟ ଆଧରରେ ଅଡିଟ ୧୫ ଦିନରେ ସରିବ । ତେବେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଥମିନାହିଁ । ତେଣୁ ପୁରୁଣା ମୃତ୍ୟୁ ତଥ୍ୟ ଆସୁଛି। ମହାମାରୀ ସରିଲା ବେଳକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ।

 

Related posts

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

mahabharatanews

ଚାଲିଛି ଶ୍ରୀଜିଉଙ୍କ ଗୋପନ ଉପଚାର ,ଦିଆଗଲା ପଥି ଭୋଗ 

mahabharatanews

ଶ୍ରୀଜଗନ୍ନାଥ ବିମାନବନ୍ଦର; ପାଚେରି ବୁଲା କାମ ଶେଷ

mahabharatanews