ଓଡିଶା

ଭାରସାମ୍ୟ ହରେଇ ରାସ୍ତା ତଳକୁ ଖସିଲା ମିନି ଟ୍ରକ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଦୁରଦୁରା ଛକ ନିକଟରେ ଭାରାସାମ୍ୟ ହରେଇ ରାସ୍ତା କଡକୁ ମିନି ଟ୍ରକ ଓଲଟି ପଡିଥିବା ବେଳେ ଚାଳକ ଓ ହେଲ୍ପର ବର୍ତ୍ତି ଯାଇଛନ୍ତି।ଘଟଣା ସ୍ଥଳରୁ ଗାଡି ଛାଡି ଡ୍ରାଇଭର ଓ ହେଲ୍ପର ଫେରାର ମାରିଥିବା ସୂଚନା ମିଳିଛି। ସୁବଳୟା ପୋଲିସ ଟ୍ରକକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରେ ପୋଲିସ ଜଗିରହିଥିବା ଦେଖାଯାଇଛିକ୍ଷ

 

Related posts

ଆଜି ହେବ ସମଲେଇ ପ୍ରକଳ୍ପ ଲୋକାର୍ପଣ

mahabharatanews

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews

ଶିଳାନ୍ୟାସ ହେଲା ‘ଟେକ୍ସଟାଇଲ ପାର୍କ’ 

mahabharatanews