ଓଡିଶା

ଭାରସାମ୍ୟ ହରେଇ ରାସ୍ତା ତଳକୁ ଖସିଲା ମିନି ଟ୍ରକ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଦୁରଦୁରା ଛକ ନିକଟରେ ଭାରାସାମ୍ୟ ହରେଇ ରାସ୍ତା କଡକୁ ମିନି ଟ୍ରକ ଓଲଟି ପଡିଥିବା ବେଳେ ଚାଳକ ଓ ହେଲ୍ପର ବର୍ତ୍ତି ଯାଇଛନ୍ତି।ଘଟଣା ସ୍ଥଳରୁ ଗାଡି ଛାଡି ଡ୍ରାଇଭର ଓ ହେଲ୍ପର ଫେରାର ମାରିଥିବା ସୂଚନା ମିଳିଛି। ସୁବଳୟା ପୋଲିସ ଟ୍ରକକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରେ ପୋଲିସ ଜଗିରହିଥିବା ଦେଖାଯାଇଛିକ୍ଷ

 

Related posts

ମହାପ୍ରସାଦ ପାଇଁ ଆଉ ଘଣ୍ଟା ଘଣ୍ଟା ଧାଡ଼ି ନୁହେଁ

mahabharatanews

ମଦ ବ୍ୟବସାୟୀଙ୍କୁ ଲାଞ୍ଚମାଗି ନିଲମ୍ବିତ ଅବକାରି ଅଧୀକ୍ଷକ

mahabharatanews

ଆଗାମୀ ୨ରୁ ୩ ଦିନ ପାଗ ଶୁଖିଲା ରହିବା ସହ ବଢିବ ତାପମାତ୍ରା

mahabharatanews