ଓଡିଶା

ପୁରୀ ଗସ୍ତରେ ରାଜ୍ୟପାଳ

(ଜୟନ୍ତ କୁମାର ସେଠୀ / ଗୋପ) ; ଚାରିଦିନିଆ ଗସ୍ତରେ ପୁରୀ ଆସିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ| କାଲି ସନ୍ଧ୍ୟାରେ ସେ ପୁରୀ ରାଜ ଭବନରେ ପହଂଚିଥିବା ବେଳେ ପୁରୀ ଜିଲ୍ଲାପାଳ ଓ ଏସପି ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ | ପରେ ମହାମହିମ ରାଜ୍ୟପାଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଉତ୍ତର ଦ୍ୱାର ଦେଇ ସର୍ବସାଧାରଣ ଭକ୍ତଙ୍କ ଭଳି ପ୍ରସ୍ଥାନ କରିଥିଲେ | ଏନେଇ ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା | ତେବେ ଶନିବାର ରାଜ୍ୟପାଳ ସୁଦର୍ଶନ ସାହୁଙ୍କ ଆର୍ଟ ଆଣ୍ଡ କ୍ରାଫ୍ଟ ପରିଦର୍ଶନ ରେ ଯିବାକୁ ଥିବା ଜଣାପଡିଛି |

 

Related posts

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଗୁଣିଗାରେଡି ସନ୍ଦେହରେ ହତ୍ୟା ।

mahabharatanews

ଦୁଇ କାର ଧକ୍କାରେ ଚାଲିଗଲା ମା’ ଝିଅର ଜୀବନ

mahabharatanews