ଓଡିଶା

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୩ ମୁଣ୍ଡ

(ମହାଭାରତ/ଭୁବନେଶ୍ୱର): ଗତ ୨୪ ଘଣ୍ଟାରେ ଆଉ ୧୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।
ସୁଚନା ଯେ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ପୁରୀ ଓ କେନ୍ଦ୍ରପଡାରୁ ୨ ଝର ଲେଖାଏଁ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ବରଗଡ, ବଲାଙ୍ଗୀର, କଟକ, ଗଜପତି, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Related posts

ନିର୍ବାଚନ ଲଢ଼ିବେନି ପାଣ୍ଡିଆନ୍ 

mahabharatanews

ରାଜଧାନୀରେ ଆଗାମୀ ତିନି ଘଣ୍ଟା ପ୍ରବଳ ବର୍ଷା  ସମ୍ଭାବନା

mahabharatanews

୨୦୦ ଶଯ୍ୟା ବିଶିଷ୍ଟ କରନା ମେଡିକାଲ ପାଇଁ ସହଯୋଗ ର ହାତ ବଢ଼ାଇଲା ନାଲକୋ

mahabharatanews