ରାଜନୀତି

ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

(ଗୁଜୁରାଟ) ; ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ରାଜ୍ୟପାଳଙ୍କ ସହ ଭେଟିବା ପରେ ଦେଲେ ଇସ୍ତଫା । ସେ ପ୍ରାୟ ୫ ବର୍ଷ ହେବ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଗୁଜୁରାଟ ନିର୍ବାଚନ ୨୦୨୨ରେ ହେବାକୁ ଥିବା ବେଳେ ପଦରୁ ହଟିଲେ ରୁପାଣୀ । ଇସ୍ତଫା ଦେଇଥିବା ନେଇ ଗଣାମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ବିଜୟ ରୁପାଣୀ କହିଛନ୍ତି ଦଳ ମତେ ଯେଉଁ ଦାୟିତ୍ୱ ଦେବ ମୁଁ ତାହା ନିର୍ବାହ କରିବି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳ ନିଷ୍ପତି କରିବ ।

 

Related posts

ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

mahabharatanews

ବିଜେପିରେ ଯୋଗଦେବା କଥାକୁ ଖଣ୍ଡନ କଲେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ

mahabharatanews

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି ଯୁବ ମୋର୍ଚ୍ଚା

mahabharatanews