ଓଡିଶା

ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ବିଲକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ପୁରୀ: ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ବିଲକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ । ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ନିଷ୍ପତ୍ତି ହୋଇଛି । ନିୟମ ଅନୁସାରେ ବିକ୍ରି, ଲିଜ ପାଇଁ ଅନୁମତି ଦରକାର ଥିଲା । ଏବେ ଆଉ ଅନୁମତି ଆବଶ୍ୟକ ହେବ ନାହିଁ ।
ଶ୍ରୀମନ୍ଦିର ଅଧିନିୟମ- ୧୯୫୪ର ସଂଶୋଧନ ମଞ୍ଜୁରୀରେ ଏହି ନିଷ୍ପତ୍ତି ନିଆଯାଇଛି । ସବୁ ସ୍ଥାବର ସମ୍ପତ୍ତିର ମାଲିକାନା ସତ୍ୱ ବଦଳିବ । ମନ୍ଦିର ସହ ଅଧିକାରୀଙ୍କୁ ହସ୍ତାନ୍ତର କ୍ଷମତା ମିଳିବ । ବିଭିନ୍ନ ଅଧିକାରୀଙ୍କ ଏନେଇ ଦାୟିତ୍ୱ ପ୍ରଦାନ କରାଯିବ ।

Related posts

ଫାଣ୍ଡି ନାକ ତଳେ ରନ୍ଧା ଚାଲିଥିଲା ଦେଶି ମଦ: ୫ ଶହ କେଜି ପୋଚ ନଷ୍ଟ, ୫୦ ଲିଟର ଦେଶି ମଦ ଜବତ

mahabharatanews

ଆଜିଠୁ ଖୋଲିବ ସ୍କୁଲ,ବାଦ ପଡିପାରେ ୭ଜିଲ୍ଲା 

mahabharatanews

ଘନୀଭୂତ ହେଉଛି ବାତ୍ୟା : ଆଜି ଲଘୁଚାପ ସୃଷ୍ଟି

mahabharatanews