ଓଡିଶା

ରାଜ୍ୟରେ ଓମିକ୍ରନ ନେଲା ପ୍ରଥମ ପ୍ରାଣ

ଭୁବନେଶ୍ୱର: ଦେଶ ପରେ ରାଜ୍ୟରେ ମଧ୍ୟ ଓମିକ୍ରନ ମୁଣ୍ଡ ନେବା ଆରମ୍ଭ କରିଛି । ରାଜ୍ୟରେ ପ୍ରଥମ ଓମିକ୍ରନ ମୃତ୍ୟୁ ନେଇ ସୂଚନା ମିଳିଛି । ମୃତକ ଓମିକ୍ରନ ଆକ୍ରାନ୍ତଙ୍କ ଘର ବଲାଙ୍ଗୀରରେ । ବଲାଙ୍ଗୀରର ଆଗଲପୁର ଅଞ୍ଚଳର ଥିଲେ ଏହି ଆକ୍ରାନ୍ତ । ସେ ଓମିକ୍ରନରେ ଆକ୍ରାନ୍ତ ହେବା ଜଣାପଡିବା ସରେ ସମ୍ବଲପୁର ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ବଲାଙ୍ଗୀର ସିଡିଏମଓ ଡ ସ୍ନେହଲତା ସାହୁ ସୂଚନା ଦେଇଛନ୍ତି ।

Related posts

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

mahabharatanews

ବିପଦ ସଙ୍କେତରେ ବୈତରଣୀ, ଭୟବିତ ସ୍ଥାନୀୟ ଲୋକେ

mahabharatanews

ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡସେନ

mahabharatanews