ରାଜନୀତି

ବିଜେପିର ପୂର୍ବତନ ଶ୍ରମ ମନ୍ତ୍ରୀ ମୌର୍ଯ୍ୟଙ୍କ ସମେତ ୭ ବିଧାୟକ ସାଇକେଲରେ ସବାର

ବଡୋଦରା: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ହଲଚଲ ସେତିକି ତେଜ ହେଉଛି । ଗୋଟିଏ ଦିନରେ ୟୁପିର ପୂର୍ବତନ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ବିଜେପିର ୭ ବିଧାୟକ ସାଇକେଲରେ ସବାର ହୋଇଛନ୍ତି । ଅନ୍ୟପଟେ ୟୁପି ନିର୍ବାଚନ ପାଇଁ ବିଜେପି ତାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛି ।
ମକର ସଂକ୍ରାନ୍ତିରେ ସମାଜବାଦୀ ପାର୍ଟିକୁ ସମୃଦ୍ଧ କରିବାକୁ ମୌର୍ଯ୍ୟ ପାଦେ ଅ।।ଗେଇଛନ୍ତି । ସପା ଅଫିସରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ସ୍ୱାମୀ ମୌର୍ଯ୍ୟ କହିଛନ୍ତି, ମକର ସଂକ୍ରାନ୍ତି ବିଜେପି ଅନ୍ତର ଇତିହାସ ରଚିବ । ପୂର୍ବରୁ ବିଜେପି ନେତାମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲେ, ଏବେ ସେମାନଙ୍କ ନିଦ ହଜି ଯାଇଛି । ଖାଲି ମୌର୍ଯ୍ୟ ନୁହଁନ୍ତ ପୂର୍ବତନ ମନ୍ତ୍ରୀ ଧର୍ମ ସିଂହ ସୈନୀ, ବେଲ୍ଡୋର ବାଧାୟକ ଭଗବତୀ ସାଗର, ପୂର୍ବତନ ମନ୍ତ୍ରୀ ବିନୟ ଶାକ୍ୟା, ରୋଶନ ଲାଲ ବର୍ମା, ଡା ମୁକେଶ ବର୍ମା,

 

Related posts

ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ପାରନ୍ତି

mahabharatanews

କଂଗ୍ରେସରେ ବଡ଼ ଅଦଳବଦଳ ! ବଦଳିପାରନ୍ତି ଅନେକ ରାଜ୍ୟ ସଭାପତି ଓ ପ୍ରଭାରୀ

mahabharatanews

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

mahabharatanews