ଭାରତ

ଦୁଇ ସପ୍ତାହରେ ବୃଦ୍ଧି ପାଇବ କରୋନାର ଆର ଭ୍ୟାଲୁ

ନୂଆଦିଲ୍ଲୀ: ଗତ ସପ୍ତାହରେ ମହାମାରୀ କରୋନାର ଆର ଭ୍ୟାଲୁ ହ୍ରାସ ପାଇଛି । ଏହା ୧.୫୭କୁ ଖସି ଆସିଥିଲେ ମଧ୍ୟ ବିପଦ ଟଳିନ ଥିବା ଆଇଆଇଟି ମାଡ୍ରାସ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୪ ଦିନ ଅତ୍ୟନ୍ତ ସମ୍ବେଦନଶୀଳ ସମୟ । ଏହି ସମୟ ମଧ୍ୟରେ କରୋନା ଗ୍ରାଫ ଶୀର୍ଷକୁ ଯିବା ସମ୍ଭାବନା ଥିବା ଆଇଆଇଟି ପକ୍ଷରୁ କୁହାଯାଇଛି ।
ଆଇଆଇଟି ମାଡ୍ରାସର ଏକ ରିପୋର୍ଟ ଅନୁଯାୟୀ, କରୋନାର ଆର ଭାଲ୍ୟୁ ୧ ତଳକୁ କଓିଲେ ଏହି ମହାମାରୀର ଭୟାବହତା ହ୍ରାସ ପାଇବା ବା ଶୂନ୍ୟକୁ ଆସିବା ଧରାଯିବ । ଏବେ ଦେଶର ଆର ଭାଲ୍ୟୁ ୧.୫୭ ରହିଛି । ଆଗାମୀ ଦୁଇ ସପ୍ତାହରେ ଏହା ୨.୯କୁ ବୃଦ୍ଧି ପାଇବା ଆକଳନ କରାଯାଉଛି । ଆଇଆଇଟି ମାଡ୍ରାସର ପ୍ରଫେସର ନିଲେଶ ଏସ ଉପାଧ୍ୟାୟ ଓ ପ୍ରଫେସର ଏସ ସୁନ୍ଦରଙ୍କ ନେତୃତ୍ୱରେ ଏହି ଆନାଲିସିସ କରାଯାଇ ତଥ୍ୟ ପ୍ରକାଶ ପାଇଛି ।

Related posts

ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

mahabharatanews

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews

୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews