ଓଡିଶା

ପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସ

ଜଗତସିଂହପୁର: ମତଦାନବେଳେ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା । ଏ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ ଦୁର୍ବୃତ୍ତ ଉଠାଇ ନେଇଥିଲେ । ଶୁକ୍ରବାର ମତଦାନ ବେଳେ ଦୁର୍ବୃତ୍ତ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା। ତେବେ ଏହି ଭୋଟ୍ ବାକ୍ସ କେମିତି ଏଠାକୁ ଆସିଲା ଏବଂ କିଏ ଏହାକୁ ଆଣିଲା ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏହାର ତନାଘନା ଜାରି ରହିଛି । ସେହି ଭୋଟ୍ ବାକ୍ସ ଶନିବାର କୁଳ ପଟସରା ୩ନଂ ବୁଥ୍ ନିକଟ ଏକ ଧାନ କଳଘର ସମ୍ମୁଖରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି ।

Related posts

ସାଲତରା ବାଲୁଙ୍କେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

mahabharatanews

ଶ୍ରୀଜିଉଙ୍କ ପାଇଁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର

mahabharatanews

ଗୋଟିଏ ପଟେ ଲକଡାଉନ, ଅନ୍ୟ ପଟେ ନାବାଳିକାକୁ ଦୁଷ୍କର୍ମ

mahabharatanews

Leave a Comment