ମନୋରଞ୍ଜନ

କୋରିଓଗ୍ରାଫରଙ୍କ ପୁଅ ଆଦମ ବିଡପା ଗିରଫ

(ମୁମ୍ବାଇ) : କୋରିଓଗ୍ରାଫର ତଥା ଫ୍ୟାଶନ ପରାମର୍ଶଦାତା ପ୍ରସାଦ ବିଡପାଙ୍କ ପୁଅ ଆଦମ ବିଡପାଙ୍କୁ ଗିରଫ କରିଛି ପୋଲିସ । ଆଦମ ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ଗିରଫ ହୋଇଛନ୍ତି।

ସୂଚନାନୁଯାୟୀ , ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଅଭିନେତ୍ରୀ ଜଣଙ୍କ ଆଦମଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ ଅଶ୍ଳୀଳ ମେସେଜ ପଠାଇ ହଇରାଣ କରୁଥିଲେ। ତେଣୁ ଇନ୍ଦିରା ନଗର ପୋଲିସ ଷ୍ଟେସନରେ ଆଦମଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ଆଦମ ଫେବୃଆରୀ ୨୫ ରାତିରେ ମେସେଜ ପଠାଇଥିଲେ।

Related posts

ମୁକ୍ତିଲାଭ କଲା  ‘The Vaccine War’

mahabharatanews

କରୀନାଙ୍କ ସହ ହସ୍ପିଟାଲରେ ସୈଫ

mahabharatanews

୧୧୦୦ କୋଟି ଆୟ କଲା ଶାହାରୁଖ୍‌ଙ୍କ ଫିଲ୍ମ‘ଯବାନ

mahabharatanews