ଓଡିଶା

ନିଲମ୍ବିତ ହେଲେ ୩ କନେଷ୍ଟବଳ

ଭୁବନେଶ୍ୱର : ଓଭର ବିଲିଂ ଅଭିଯୋଗରେ ନିଲମ୍ବିତ ହେଲେ ୩ କନେଷ୍ଟବଳ । ଗାଡିରେ ତେଲ ପକାଇବା ବେଳେ ଓବର ବିଲିଂ କରିଥିବା ଅଭିଯୋଗ ଆସିଥିଲା । ଆଉ ସମ୍ବଲପୁର ଏସପି ଏହାପରେ ତଦନ୍ତ ଆରମ୍ଭ କରିଥିଲେ । ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ବେଳେ ଡିଜେଲ ଓଭର ବିଲିଂ ଅଭିଯୋଗ ରହିଥିଲା । ୧୬ଟି ପୋଲିସ ଭ୍ୟାାନର ଦୂରତା ଓ ଡିଜେଲ ପରିଣାମ ମେଳ ଖାଉ ନ ଥିଲା ଜାହାଫଳରେ ତଦନ୍ତ କରାଯାଇଥିଲା । ଆଉ ପରେ ଏହି ୩ କନେଷ୍ଟବଳଙ୍କ ସମ୍ପୃକ୍ତି ଧାର ପଡିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ୱାଇଁ ।

Related posts

ଆଜି ସୁଦ୍ଧା ୫୮,୨୪୯ ଚାଷୀଙ୍କଠାରୁ ୩୯୬୫୪୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ

mahabharatanews

କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ମାନ୍ଦା

mahabharatanews

ଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀ

mahabharatanews