ଓଡିଶା

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

ଝାଡଖଣ୍ଡ : ଝାଡଖଣ୍ଡର କୁଲଡେଗକୁ ବାହାଘର ପାଇଁ ଯାଇ ଫେରୁଥିବା ବରଯାତ୍ରୀ ବସକୁ ମୋଟା ଅଙ୍କର ଫାଇନ ଲାଗାଯାଇଛି । ସୁନ୍ଦରଗଡ ପରିବହନ ବିଭାଗ ଇନସ୍ପେକ୍ଟର ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କର ଟିମ ସହିତ ସଦର ଥାନା କରମଡିହି ନିକଟରେ  ଯାଞ୍ଚ କରୁଥିବା ବେଳେ ପ୍ରାୟ ରାତି ୧୧ଟା ବେଳେ ଦେବଗଡରୁ କୁରଡେକୁ ଯାଇ ଫେରୁଥିବା ବେଳେ ଅଟକ କରାଯାଇଛି ।

କ୍ରିଷ୍ଣାଜି ନାମକ ଏହି ବରଯାତ୍ରୀ ବସକୁ ଯାଞ୍ଚ କଲା ପରେ ବସର ପରିମିଟ୍, ଲାଇସେନ୍ସ, ପଲ୍ୟୁସନ ଆଦି ନ ଥିଲା ଯାହାଫଳରେ ଏପରି ଜରିମାନା କରାଯ।।ଇଛି । ଏହା ସହ ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ୩ ଲକ୍ଷ ୪୨ ହଜାର ଟଙ୍କା ଫାଇନ କରାଯାଇଛି । ଏହା ପରେ ।ନ୍ୟ କାଗଜ ପତ୍ର ଓ ଟ୍ୟାକ୍ସ ଭରାଯାଇ ନ ଥିବାବ ହେତୁ ସମୁଦାୟ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ ସହିତ ବସକୁ ନିଜ ହେଫାଜତରେ ନେଇଛି ପରିବହନ ବିଭାଗ ।

Related posts

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

mahabharatanews

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

mahabharatanews

ଲାଇନଚୁତ୍ୟ ହେଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ

mahabharatanews