ଓଡିଶା

ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ ନବୀନଙ୍କ ନୀରବ ବାର୍ତ୍ତା

ଭୁବନେଶ୍ୱର : ମୁଁ ଫିଟ ଅଛି, ଆଉ ଆପଣ ! ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ କଳିଙ୍ଗ ଷ୍ଟାଡିୟମ ଜିମରୁ ନୀରବ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲଟିମେଟ ଖୋ ଖୋ ଲିଗର ଚାମ୍ପିୟାନ ଓଡ଼ିଶା ଜଗରନଟସ ଟିମର ସମସ୍ତ ଖେଳାଳି ଓ କୋଚ୍‌ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମର ଜିମ ପରିଦର୍ଶନ କରିଥିଲେ । ଟ୍ରେଡମିଲ ଉପରୁ ନୀବର ବର୍ତ୍ତା ଦେଇଇଛନ୍ତି ନବୀନ । ୨୦୨୪ ନିର୍ବାଚନ ପାଇଁ ତୟାର ବୋଲି ନବୀନ ପରୋକ୍ଷରେ ବଡ ବାର୍ତ୍ତା ଦେଇଛନ୍ତି ।
ତେବେ ନବୀନଙ୍କ ଶାସନ କାଳରେ ଗତ ୨୦ ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠୁ ଆରମ୍ଭ କରି ଭିତ୍ତିଭୂମି କ୍ଷେତ୍ରରେ ଅନେକ ବିକାଶ କରିଛି ଓଡିଶା । ବଢ଼ିଛି ରାଜ୍ୟରେ ରାଜସ୍ୱ । ବଢିଛି ସମ୍ମାନ । ମୁଖ୍ୟମନ୍ତ୍ରୀଙ୍କର କେବଳ ଗୋଟିଏ ଲକ୍ଷ, ମୋ ଓଡିଶା ବାସୀଙ୍କ ସେବା । ଯାହାସେ ଆଗରୁ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ ।

Related posts

ଓଲଟିଲା ଗ୍ୟାସ ଭର୍ତ୍ତି ଟ୍ୟାଙ୍କର

mahabharatanews

ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ଷା ପାଇଁ ଇନ୍ଦ୍ର ପୂଜା କଲେ

mahabharatanews

ପିଚୁ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

mahabharatanews