ଓଡିଶାରାଜନୀତି

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ରାଜନେତାଙ୍କୁ ଦାୟିତ୍ୱ ବଣ୍ଟନ । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ, ଅନନ୍ତ ଦାସଙ୍କୁ ବାଲେଶ୍ୱର ,ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ ଦାୟିତ୍ୱ,କଟକ ଦାୟିତ୍ୱରେ ପ୍ରମୋଦ ମଲ୍ଲିକ ,ଗଞ୍ଜାମ ଦାୟତ୍ୱରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଜଗତସିଂହପୁର ଦାୟିତ୍ୱରେ ପ୍ରମିଳା ମଲ୍ଲିକ , ସମିର ଦାଶଙ୍କୁ ଯାଜପୁର ଦାୟିତ୍ୱ, ନବ ଦାସଙ୍କୁ କଳାହାଣ୍ଡି, କେନ୍ଦ୍ରାପଡା ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା , ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି ଦାୟିତ୍ୱ, ନୂଆପଡା ଦାୟିତ୍ୱରେ ଟୁକୁନି ସାହୁ ,ପୁରୀ ଦାୟିତ୍ୱରେ ନିରଞ୍ଜନ ପୂଜାରୀ, ନୟାଗଡ ସତ୍ୟନାରାୟଣ ପ୍ରଧାନ, ରାୟଗଡା ଅତନୁ ସବ୍ୟସାଚୀ ନାୟକ, ସମ୍ବଲପୁର -ପ୍ରତାପ ଦେବ, ସୋନପୁର ପ୍ରଦୀପ ଅମାତ ,ମୟୂରଭଞ୍ଜ, ଅଶ୍ୱନିୀ ପାତ୍ର , ନବରଙ୍ଗପୁର ମନୋହର ରନ୍ଧାରୀବଲାଙ୍ଗୀର , ରୋହିତ ପୂଜାରୀ, ଭଦ୍ରକ ,ବ୍ୟୋମକେଶ ରାୟ, ବୈାଦ୍ଧ- ମହୀଧର ରଣା,କଟକ ପ୍ରମୋଦ ମଲ୍ଲିକ, ଦେବଗଡ ମନ୍ତ୍ରୀ,ରାଜେନ୍ଦ୍ର ଢୋଲକିଆ, ଢେଙ୍କାନାଳ –ବାସନ୍ତୀ ହେମ୍ବ୍ରମ, ଗଜପତି-ଜଗନ୍ନାଥ ସାରକା ,ଯାଜପୁର-ସମୀର ରଞ୍ଜନ ଦାଶ ଝାରସୁଗୁଡା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ, କନ୍ଧମାଳ ଶ୍ରୀକାନ୍ତ ସାହୁ, କେନ୍ଦ୍ରାପଡା -ରଣେନ୍ଦ୍ର ପ୍ରତାପ ସ୍ୱାଇଁ , କେନ୍ଦୁଝର –ବିଧାୟକ ଜଗନ୍ନାଥ ନାଏକ ,କୋରାପୁଟ-ରଘୁରାମ ପଡେଲ ,ସମ୍ବଲପୁର-ପ୍ରତାପ ଦେବ ,ସୁନ୍ଦରଗଡ ଜିଲ୍ଲା ଦାୟିତ୍ୱରେ ବିଧାୟକ ସାରଦା ପ୍ରସାଦ ନାୟକ ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି।

Related posts

ଶାଳ କାଠ ଚାଲାଣ ବେଳେ ୪ ଗିରଫ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ରାଜ୍ୟର ୧୫ଟି ଥାନାକୁ ଶିଶୁ ମିତ୍ର ଥାନା ମାନ୍ୟତା

mahabharatanews