ଓଡିଶା

ପାଣି ଘେରରେ ଶହଶହ ତଳିଆ ଅଚଂଳ

ଗଂଜାମ /ରଜନୀକାନ୍ତ ପାତ୍ର : ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। ଏକାଧିକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଗାନ୍ଧୀ ନଗର ସ୍ପ୍ରେକ୍ଟମ କଲୋନୀ ଭିତରେ ଡ୍ରେନ ଫାଟି ଯିବାରୁ ଘର ଭିତରେ ଆଣ୍ଠଏ ଆଣ୍ଠୁଏ ପାଣି । ସମ୍ପୂର୍ଣ୍ଣ କଲୋନୀ ବାସୀ ହନ୍ତସନ୍ତ ହେଉଛନ୍ତି । ଆଗକୁ ଆହୁରି ୨ ଘୃନିବଳୟ ରହିଥିବାରୁ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ଏବେ ଘୂର୍ଣ୍ଣିବଳୟ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ବ୍ରହ୍ମପୁରୁ ସହର ଅନେକ ତଳିଆ ଅଂଚଳ ରେ ଜଳ ମଗ୍ନ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ହେଲେ ଏପର୍ଯ୍ୟନ୍ତ କୈ÷ଣସି ପ୍ରଶାସନ ପହଂଚି ନଥିବା ସୂଚନା ମିଳିଛି ।

Related posts

ଓଡ଼ିଶା ବନାଞ୍ଚଳ ଉନ୍ନୟନ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ବିନା ମୂଲ୍ୟରେ ବିହନ ବଣ୍ଟନ

mahabharatanews

ପ୍ରେମିକର ଅତ୍ୟାଚାର ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ

mahabharatanews