ଓଡିଶା

ବଗି ଛାଡ଼ି ୨ କିମି ପଳାଇଲା ଇଞ୍ଜିନ୍

(ବାଲେଶ୍ଵର)  : ବଗି ଛାଡ଼ି ପଳାଇଲା ଇଞ୍ଜିନ୍। ମାଲ୍‌ବାହୀ ଟ୍ରେନର ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଲା ଇଞ୍ଜିନ୍। ସୋର ଷ୍ଟେସନରୁ ପ୍ରାୟ ୨ କିମି ଯାଏ ବଗି ଛାଡ଼ି ପଳାଥିବା ସୂଚନା ମିଳିଛି । ଧାମରାରୁ ବାହାରିଥିବା କୋଇଲା ବୋଝେଇ ଟ୍ରେନ୍‌ରେ ଅଘଟଣ। ୨୫ ମିନିଟ୍‌ ପରେ ବଗି ସହ ଇଞ୍ଜିନ ଯୋଡ଼ାଯିବା ପରେ ଗଡ଼ିଲା ଟ୍ରେନ୍‌ ।

ସୂଚନାନୁଯାୟୀ , କିଛି ଦିନ ତଳେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲା ମେମୁ ଟ୍ରେନ । ଭଦ୍ରକରୁ ବାଲେଶ୍ୱର ଆସୁଥିଲା ବେଳେ ନୀଳଗିରି ରୋଡରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛି ଟ୍ରେନ। ଲୁପ ଲାଇନରେ ପଶିଗଲା ମେମୁ ।  ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି ।

Related posts

ଅଣସର ଘରେ ମହାପ୍ରଭୁ

mahabharatanews

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews

ପ୍ରେମିକ ପାଇଁ ପ୍ରେମିକାର ଥାନା ଆଗରେ ଆତ୍ମହତ୍ୟା ଧମକ

mahabharatanews