ଓଡିଶା

ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ରେ ଯାଞ୍ଚ ହେବ ଚାଉଳ

ବ୍ୟୁରୋ : ଓଡିଶାରେ ଚାଉଳ ଯାଞ୍ଚ କରିବ କେନ୍ଦ୍ରୀୟ ଟିମ୍ । ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶାକୁ ଆସି ଚାଉଳ ଯାଞ୍ଚ କରିବେ । ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ଗୋଦାମ ଯାଞ୍ଚ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଏପ୍ରିଲରେ ଏହି ଦଳ କେବଳ ସମ୍ବଲପୁର ଓ ଟିଟିଲାଗଡରେ ଏଫ୍ସିଆଇ ଜିଲ୍ଲାର ଚାଉଳ ଯାଞ୍ଚ କରିଥିଲେ । କିନ୍ତୁ ବର୍ତ୍ତମାନ କଟକ,ଭୁବନେଶ୍ୱର ,ସମ୍ବଲପୁର ଓ ଟିଟିଲାଗଡର ୨୧ଟି ଚାଉଳ ଗୋଦାମ ଯାଞ୍ଚ କରାଯିବ ।

Related posts

ବିଦ୍ୟୁତ ଖୁଣ୍ଟରେ ଚଢି ପ୍ରାଣ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

mahabharatanews

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews

କାଳବୈଶାଖୀ ସମ୍ଭାବନା; ସତର୍କ ସୂଚନା ଜାରି

mahabharatanews